ସଫଳତା ଦେବ ଟିମ୍‌ୱାର୍କ: ମେୟର

ଭୁବନେଶ୍ବର: ମୁଁ ଏକୁଟିଆ ନୁହେଁ, ଟିମ୍‌ ସହ କାମ କରିବି। ସମସ୍ତ କର୍ପୋରେଟର, ପ୍ରଶାସନିକ ଅଧିକାରୀ, ସମସ୍ତ ବିଧାୟକ, ସାଂସଦ, ବିଏମ୍‌ସି ଅଧିକାରୀ, କର୍ମଚାରୀ ତଥା ଭୁବନେଶ୍ବରର ସମସ୍ତ ନାଗରିକଙ୍କ ସହଯୋଗରେ ଏହି ସହରକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଟିମ୍‌ ସ୍ପିରିଟ୍‌ରେ କାମ ହେବ। ପ୍ରତିଟି ଲୋକ ପାଖରେ ଯେଭଳି ପ୍ରତିଟି ଜନକଲ୍ୟାଣକାରୀ ଯୋଜନା ପହଞ୍ଚି ପାରିବ, ସେଥିପାଇଁ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ। ମୁଖ୍ୟମନ୍ତ୍ରୀଙ୍କ … Continue reading ସଫଳତା ଦେବ ଟିମ୍‌ୱାର୍କ: ମେୟର